ମୃତ୍ୟୁ ସହ ଲଢେଇରେ ମୋ ପୁଅ ଜିତିବ : ଗୃପ କ୍ୟାପଟେନ୍ ବରୁଣଙ୍କ ପିତା

ବେଙ୍ଗାଲୁରୁ : କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବେଙ୍ଗାଲୁରୁର ଏକ ମିଲିଟାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ଗୃପ କ୍ୟାପଟେନ ବରୁଣ ସିଂଙ୍କ ସ୍ବସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ଲାଇଫ୍-ସପୋର୍ଟ ସିଷ୍ଟମ (ଜୀବନ ରକ୍ଷାକାରୀ ବ୍ୟବସ୍ଥା)ରେ ରଖାଯାଇଛି। ତେବେ ଭୋପାଳରେ ରହୁଥିବା ତାଙ୍କ ପିତା ତଥା ଭାରତୀୟ ସେନାରୁ ଅବସରନେଇଥିବା କର୍ଣ୍ଣେଲ କେ.ପି.ସିଂ କହିଛନ୍ତି ଯେ ବରୁଣ ବଞ୍ଚିଯିବେ କାରଣ ସେ ଜଣେ ଯୋଦ୍ଧା। ଗତ ବୁଧବାରଦିନ କୁନ୍ନୁରରେ … Continue reading ମୃତ୍ୟୁ ସହ ଲଢେଇରେ ମୋ ପୁଅ ଜିତିବ : ଗୃପ କ୍ୟାପଟେନ୍ ବରୁଣଙ୍କ ପିତା